ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା: ଦୁଇ ଆହତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଚଣ୍ଡିଖୋଲ ଛକ ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇଟି କାର୍ ( ସ୍କର୍ପିଓ ଓ ହୁଣ୍ଡାଇ )କୁ ବାଲେଶ୍ବର ପଟୁ ଆସୁଥିବା ୱାଗ୍ନର କାରଟି ଭାରସାମ୍ୟ ହରାଇ ଧକ୍କା ଦେଇଛି । ଯାହା ଫଳରେ ସ୍କର୍ପିଓ କାରଟି ଓଲଟି ପଡିଛି । ତେବେ ତିନୋଟି ଗାଡି ସମ୍ପୂର୍ଣ୍ଣ ଦୁର୍ଘଟଣା ଗ୍ରସ୍
ଯାଜପୁର: ଜିଲ୍ଲାର ପ୍ରମୁଖ ଚଳଚଞ୍ଚଳ ସ୍ଥାନ ଚଣ୍ଡିଖୋଲ ଛକରେ ଘଟିଛି ସିରିଜ ଦୁର୍ଘଟଣା । NH16 ଚଣ୍ଡିଖୋଲ ଛକ ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇଟି କାର୍ ( ସ୍କର୍ପିଓ ଓ ହୁଣ୍ଡାଇ )କୁ ବାଲେଶ୍ବର ପଟୁ ଆସୁଥିବା ୱାଗ୍ନର କାରଟି ଭାରସାମ୍ୟ ହରାଇ ଧକ୍କା ଦେଇଛି । ଯାହା ଫଳରେ ସ୍କର୍ପିଓ କାରଟି ଓଲଟି ପଡିଛି । ତେବେ ତିନୋଟି ଗାଡି ସମ୍ପୂର୍ଣ୍ଣ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ତେବେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଅନ୍ୟ ଜଣେ ଆଘାତ ହୋଇଛନ୍ତି । ସେହିପରି ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ଆହାତ ମହିଳାଙ୍କୁ ମେଡ଼ିକାଲ ପଠାଇବା ସହ ଦୁର୍ଘଟଣା ଘଟିଥିବା ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଛି ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications