ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ଖଣି ଅଧିକାରୀ ଦେବବ୍ରତ ମହାନ୍ତି, ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକ ହେଲେ ଦେବବ୍ରତ ମହାନ୍ତି । ସେ ଜନୈକ ବ୍ୟବସାୟୀଙ୍କଠାରୁ ପୁରୀର ଗୋପରେ ତାଙ୍କର କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ ପଶ୍ଚିମବଙ୍ଗକୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ହଜାର ଟଙ୍କା ଦାବି କରୁଥିଲେ । ଏହି ସମୟରେ ପୂର୍ବ ପ୍ରସ୍ତୁତିକ୍ରମେ ତାଙ୍କୁ ଭିଜିଲାନ୍ସ ଦ୍ବାରା ଗିରଫ କରାଯିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି ।

Debrabrat Mohanty

ଶ୍ରୀ ମହାନ୍ତିଙ୍କ ସହ ସମ୍ପୃକ୍ତି ଥିବା ତିନୋଟି ସ୍ଥାନରେ ଏକକାଳୀନ ଯାଞ୍ଚ୍ କରାଯାଉଛି । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ କେଶ୍ ନମ୍ବର ୧/୨୩ ରେ ଅଭିଯୁକ୍ତ ଖଣି ଉପ ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+