ବିବାହ ବନ୍ଧନରେ ବାନ୍ଧି ହେଲେ ବରିଷ୍ଠ କଂଗ୍ରେସ ନେତା ରାଉତରାୟଙ୍କ ପୁଅ ମନ୍ମଥ

ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ରାଉତରାୟ ବିବାହ କରିଛନ୍ତି । ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ।

Manmath
ସେ ମୁମ୍ବାଇରେ ଚାକିରି କରନ୍ତି । ଉଭୟ ପ୍ରେମ ବିବାହ କରିଛନ୍ତି । ଚନ୍ଦକା ରୋସର୍ଟରେ ବିବାହ ହୋଇଛି । ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ଦି ପ୍ରହରେ ସମୟରେ ବାପା ସୁରେଶ ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ । ବିବାହ ସମୟରେ ଉପସ୍ଥିତ ଥିଲେ ମନ୍ମଥଙ୍କ ମା ମାଳତୀ ରାଉତରାୟ । ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+