ବରିଷ୍ଠ କିରାଣୀ ଭିଜିଲାନ୍ସ ଦ୍ବାରା ଅଟକ, ଜାଣନ୍ତୁ କାରଣ...,
କେଉଁଝର: ବେଆଇନ ଭାବେ ଟଙ୍କା ଠୁଳ କରିଥିବା ଅଭିଯୋଗରେ ବରିଷ୍ଠ କିରାଣୀ ଭିଜିଲ୍ଲାନ୍ସ ବିଭାଗ ଦ୍ଵାରା ଅଟକ । କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ଶେଖରଲାଲ ସାହୁଙ୍କ ଠାରୁ ୨ଲକ୍ଷ ୮୦ହଜାର ଟଙ୍କା ଜବତ ହୋଇଛି।

କେନ୍ଦୁଝର ସହରର ଅଜନ୍ତା ଲଜ ନିକଟରୁ ତାଙ୍କ ଟିଭିଏସ ଗାଡିରୁ ଏହି ଟଙ୍କା ଭିଜିଲାନ୍ସ ଟିମ ଜବତ କରିଛି । ତେବେ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।












Click it and Unblock the Notifications