ନବୀନ ନିବାସରେ ବରିଷ୍ଠ ବିଜେଡି ନେତା; ହେଲା ଆଲୋଚନା

ନବୀନ ନିବାସରେ ବରିଷ୍ଠ ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି । କିଛି ସମୟ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ସୌଜ୍ୟନତା ଦୃଷ୍ଟିରୁ ଆଲୋଚନା ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।

ସେହିପରି ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଛନ୍ତି ଉଷା ଦେବୀ । ସରକାରରେ ବହୁଦିନ ହେବ ଥିଲୁ, ପରିବର୍ତ୍ତନ ହୋଇଛି । ବହୁତ କଷ୍ଟ ଲାଗୁଛି । ସେହିଭଳି ପାଣ୍ଡିଆନ ନବୀନ ନିବାସ ଆସୁଥିବା ପ୍ରସଙ୍ଗକୁ ଏଡାଇ ଯାଇଥିଲେ ଉଷା ଦେବୀ ।

naveen patnaik

ଲୋକଙ୍କ ସେବା କରିବାକୁ ବିଜେଡି ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ଆମେ ବିରୋଧୀ ଦଳ ଭାବେ କାମ କରିବୁ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+