ହନୁମାନ ଜୟନ୍ତୀ ନେଇ ସୁରକ୍ଷା କଡ଼ାକଡ଼ି: ଆଇନଶୃଙ୍ଖଳା ଦାୟିତ୍ବରେ ୨୦୦ ପ୍ଲାଟୁନ୍ ଫୋର୍ସ

ହନୁମାନ ଜୟନ୍ତୀ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଏନେଇ ବିସ୍ତୃତ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ଆଇନଶୃଙ୍ଖଳା ଦାୟିତ୍ବରେ ୨୦୦ ପ୍ଲାଟୁନ୍ ଫୋର୍ସ ରହିବେ ।

ନଜର ରଖିବ ୪୦ ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା। ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି। ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ରହିବ କଡ଼ା ନଜର।

Security tightened for Hanuman Jayanti 200 platoon force for law and order

ସମ୍ବଲପୁର ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ୩ ରାପିଡ୍‌ ଆକ୍ସନ ଫୋର୍ସ ଓ ଅତିରିକ୍ତ ୫୦ ପ୍ଲାଟୁନ୍ ଫୋର୍ସ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+