ବନ୍ୟାସ୍ଥିତିକୁ ନେଇ ଜଳ ସମ୍ପଦ ସଚିବଙ୍କ ସମୀକ୍ଷା: ହୀରାକୁଦ ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳ ସ୍ଥିତି ନେଇ ଆଲୋଚନା

ବନ୍ୟାସ୍ଥିତିକୁ ନେଇ ଜଳ ସମ୍ପଦ ସଚିବଙ୍କ ସମୀକ୍ଷା । ସଚିବଙ୍କ ସହ ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ବନ୍ୟାସ୍ଥିତି ସମୀକ୍ଷା କରୁଛନ୍ତି । ହୀରାକୁଦ ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳ ସ୍ଥିତି ନେଇ ଆଲୋଚନା କରୁଛନ୍ତି ।

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଅସ୍ଥାୟୀ ଭାବେ ନିର୍ମିତ ଡାଇଭର୍ସନ ରାସ୍ତା ଧୋଇଯାଇଛି । ଫଳରେ ତେଲକୋଇ ଓ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କେନ୍ଦୁଝର ତେଲକୋଇରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ନିକଟସ୍ଥ ବାଉଁଶଯୋର ନାଳ ଦେଇ ବର୍ଷା ପାଣି ନିଷ୍କାସିତ ହେଉଛି ।

after opening of Hirakud Gate

ତେବେ ନାଳଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ଭାଙ୍ଗିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୨୨ ତାରିଖରେ ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତରବରିଆ ଭାବେ ଅସ୍ଥାୟୀ ପୋଲ କରିଥିଲା ଠିକାସଂସ୍ଥା । ଏହା ପୁଣି ଥରେ ଭାଙ୍ଗିଯାଇଛି । ବାରମ୍ବାର ଏଭଳି ଘଟଣା ଘଟିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+