ସିବିଆଇ ଅଫିସରେ ହାଜର ହେଲେ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର

ସିବିଆଇ ଅଫିସରେ ହାଜର ହେଲେ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥି । ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରୀୟା ରଖି କହିଛନ୍ତି ଯେ, କେବଳ ତାଙ୍କୁ ନୁହେଁ, ଆହୁରି ଦୁଇ ଜଣ ଡ୍ରାଇଭରଙ୍କୁ ଜେରା କରିଛନ୍ତି ସିବିଆଇ ଅଧିକାରୀ ।

cib

ଏହାସହ ବାବୁ ଅନ୍ୟ ମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି । ତେବେ ଏ ବିଷୟରେ କିଛି ଜାଣିନାହାନ୍ତି, ଯାହା ଜାଣିଛନ୍ତି ତାହା ସିବିଆଇ ଆଗରେ କହିଛନ୍ତି ଏବଂ ତାଙ୍କର କିଛି ସଂପୃକ୍ତି ନଥିବା କହିଛନ୍ତି ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥି। ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବାବଦରେ ନୃସିଂହଙ୍କୁ ପଚାରିଥିଲା ସିବିଆଇ । ଯେର୍ଉ ବାବଦରେ ଗୋଟି ଗୋଟି କରି ସିବିଆଇକୁ କହିଛନ୍ତି ବିଷ୍ଣୁପଦଙ୍କ ଡ୍ରାଇଭର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+