Get Updates
Get notified of breaking news, exclusive insights, and must-see stories!

ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର; କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା

ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମାଆ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ।

ସକାଳୁ ଭକ୍ତମାନେ ବ୍ୟାରିକେଡ୍‌ ମାଧ୍ୟମରେ ମାଆଙ୍କୁ ଦର୍ଶନ କରୁଛନ୍ତି । ମାନସିକଧାରୀ ମହିଳାମାନେ ଗାଁ ଦାଣ୍ଡସହ ମନ୍ଦିର ପରିସରରେରେ ପଂଠେଇ ପୂଜା କରିଛନ୍ତି । ମଧ୍ୟାହ୍ନରେ ମାଆଙ୍କ ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ପାଣି ଆଣି ମାଆଙ୍କ ଆଜ୍ଞାମାଳ ପାଇବା ପରେ ମାନସିକ ଧାରୀ ପାଟୁଆ ମାନେ ମନ୍ଦିର ପରିସରରେ ନୃତ୍ୟ କରିବେ ।

maa Mangala darhsna
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+