ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ଏହି ବୈଠକରେ ରଥଯାତ୍ରା ନେଇ ସୂଚନା ରଖିବ ବିଭିନ୍ନ ବିଭାଗ ଏହା ସହ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ପାଇଁ ହେବ ସମୀକ୍ଷା । ଏହା ସହ ବିଭିନ୍ନ କାର୍ଯ୍ୟ ଉପରେ ତଦାରଖ କରାଯିବ ।

ratha yatra

ସୂଚନାଥାଉ ଯେ, ଦେଢ ମାସ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯେଉଁଥି ପାଇଁ ଆରମ୍ଭ ହେଲାଣି ରଥ କାର୍ଯ୍ୟ । ଏହା ସହ ଏବେ ଚଳଚଞ୍ଚଳ ବଡ଼ ଦାଣ୍ତ । ଶନିବାର ଦିନ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଦ୍ୱିତୀୟ ସମନ୍ୱୟ ବୈଠକରେ ରାଜନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ପରିକ୍ରମା ପ୍ରକଳ୍ପ, ବଡ଼ଦାଣ୍ତ ରାସ୍ତା କାମଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଆଲୋଚନା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+