ବିନିକା ସହରରେ ସ୍କ୍ରବ୍ ଟାଇଫସ୍ ଆତଙ୍କ; ୪ ଜଣ ଆକ୍ରାନ୍ତ। ଜଣେ ଗର୍ଭବତୀ ମହିଳାଙ୍କ ସହ ୪ଜଣ ସ୍କ୍ରବ୍ ଟାଇଫସ୍ ରେ ଆକ୍ରାନ୍ତ। ସ୍କ୍ରବ୍ ଟାଇଫସ୍ ପୋକର ଆତଙ୍କ ପାଇଁ nbsp;ଲୋକେ nbsp;ଭୟଭୀତ।