ଆସନ୍ତାକାଲି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି; ଦଶହରା ପାଇଁ ୨୦ରୁ ୨୯ ଛୁଟି

ଆସନ୍ତାକାଲି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏ ନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ବାହାର କରିଛି । ଚଳିତ ବର୍ଷ ଦୁଇଟି ରବିବାରକୁ ମିଶାଇ ଆଠଟି ଛୁଟି ହେବ । ଆସନ୍ତା 20 ରୁ 29 ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।

school_close
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+