Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର ପାତ୍ରପଡ଼ା 'ମୋ ବସ୍' ଡିପୋରେ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା 'ମୋ ବସ୍' ଡିପୋରେ ଆନ୍ଦୋଳନ ସ୍ଥାନୀୟ ଲୋକ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଦ୍ୟାଳୟ ସାମ୍ନାରେ ବସ୍ ଡିପୋ ରହିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଛି । ଏହି ଆନ୍ଦୋଳନରେ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାଏ ମଧ୍ୟ ସାମିଲ ହୋଇଛନ୍ତି ।

ସେହିପରି ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡ଼ା ବାସିନ୍ଦା । ଆନ୍ଦୋଳନକାରୀମାନେ ଡିପୋରେ ସମସ୍ତ 'ମୋ ବସ୍'କୁ ହଟକାଇ ରଖିଛନ୍ତି । ଯେଉଁଥିପାଇଁ ସକାଳୁ ପାତ୍ରପଡ଼ା ରୁ଼ଟ୍ ଦେଇ କୌଣସି ବସ୍ ଚାଲିନାହିଁ ।

 Mo Bus

ସୂଚନାଅନୁସାରେ, ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି ହେଲେ ମୋ ବସ୍ ଡ୍ରାଇଭର ମାନେ ମନମାନି କରି ବସ୍ ଚଳାଇବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପିଲାଙ୍କ ଆକ୍ସିଡେଣ୍ଟ ହେବା ସହ ଗୋରୁ ଗାଈଙ୍କର ମୃତ୍ୟୁ ମଧ୍ୟ ଆକ୍ସିଡେଣ୍ଟରେ ହେଉଛି ।

ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବସ କର୍ତ୍ତୃପକ୍ଷ କୌଣସି ଆକ୍ସନ ନେଉ ନଥିବାର ଗ୍ରାମବାସୀ ମାନେ ଏହି ପଦକ୍ଷେପ ଉଠାଇଥିଲେ । ତେବେ ବର୍ତ୍ତମାନ ଖବର ରହିଛି, ଛାତ୍ରଛାତ୍ରୀଙ୍କ ଦାବି ମାନିଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+