ଆନନ୍ଦପୁରରେ ସ୍କୁଲ ଗାଡ଼ି ଦୁର୍ଘଟଣା : ଡ୍ରାଇଭର ମୃତ, ୮ ଛାତ୍ରଛାତ୍ରୀ ଆହତ

ଆନନ୍ଦପୁରରେ ଘଟିଲା ଅଘଟଣ । ସ୍କୁଲ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଏହି ଅଘଟଣରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୮ ଛାତ୍ରଛାତ୍ରୀ ଆହତ ହୋଇ ସାଇଁକୁଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସୂଚନାନୁସାରେ ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି ।

ସ୍କୁଲ ପିଲାଙ୍କୁ ନେଇ ଯାଉଥିବାବେଳେ ବୋଲେରୋ ସହ ଧକ୍କା ହୋଇଥିଲା ଟ୍ରକ । ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡିଥିବାବେଳେ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ୮ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

School bus accident in Anandpur
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+