ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଭୁଲବଶତଃ ତାଲା ପକାଇ ଦେଇଥିଲେ କର୍ତ୍ତୃପକ୍ଷ, ରାତି ସାରା ସ୍କୁଲ୍ରେ ରହିଲେ ଛାତ୍ରୀ
ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ରାତି ସାରା ସ୍କୁଲ୍ରେ ରହିଲେ ଛାତ୍ରୀ । ଦ୍ବିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲରେ ଥିବାବେଳେ ଭୁଲବଶତଃ ତାଲା ପକାଇ ଦେଇଥିଲେ କର୍ତ୍ତୃପକ୍ଷ । ବାଂଶପାଳ ବ୍ଲକ୍ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ସକାଳେ ସ୍କୁଲ୍ରୁ ଛାତ୍ରୀ ଉଦ୍ଧାର, ଅସୁସ୍ଥ ଛାତ୍ରୀ ମେଡିକାଲ୍ରେ ଭର୍ତ୍ତି।













Click it and Unblock the Notifications