ଏସସିବି ପ୍ରସଙ୍ଗ, ଆଜି ମଧ୍ୟ ଗୃହରେ ହୋହଲ୍ଲା କରିପାରନ୍ତି ବିରୋଧୀ

ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇପାରେ। ଗୃହକାର୍ଯ୍ୟ ଆରମ୍ଭରୁ ଏସିସିବି ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ। ସେହିପରି ଆଜି ଯୋଜନା ଓ ସଂଯୋଜନା, ସୂଚନା ଓ ଲୋକ ସମ୍ପର୍କ, ପରିବହନ, ବାଣିଜ୍ୟ, ଜଳ ସମ୍ପଦ, ଇସ୍ପାତ ଓ ଖଣି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ରହିଛି ପ୍ରଶ୍ନକାଳ। ସେପଟେ ଅପରାହ୍ନରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ସଂପର୍କରେ ଆଲୋଚନା ରହିଛି ।

Assembly

ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ରାଜ୍ୟ ସଂଘ ରାସ୍ତାରେ ଶୋଇଛି। ତିନି ମାସ ହେଲା ଦରମା ମିଳିନି। ତୁରନ୍ତ ଦରମା ପ୍ରଦାନ ଦାବି କରୁଛି ସଂଘ। ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛି। ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ସହ ସହ ପାଚିକା ବସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+