ରାଜ୍ୟ ଛାତ୍ର କଂଗ୍ରେସର ନୂଆ ମୁଖିଆ ହେଲେ ସୟଦ ୟାସିର
ସୟେଦ ୟାସିର ନୱାଜ ହେଲେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି । ସୟେଦ ୟାସିରଙ୍କ ନିଯୁକ୍ତିକୁ AICCର ଅନୁମୋଦନ ।
ଭୁବନେଶ୍ୱର: ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଳା ନୂଆ ମୁଖିଆ। ସୟେଦ ୟାସିର ନୱାଜ ହେଲେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି । ସୟେଦ ୟାସିରଙ୍କ ନିଯୁକ୍ତିକୁ AICCର ଅନୁମୋଦନ । ସେହିପରି ପ୍ରଦ୍ୟୁମ ଯାଦବ ହେଲେ ମୁମ୍ବାଇ ଛାତ୍ର କଂଗ୍ରେସ ସଭାପତି ।

ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ରେ ଓଡ଼ିଶା ଶାଖାରେ ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ମିଳିଛି।












Click it and Unblock the Notifications