Get Updates
Get notified of breaking news, exclusive insights, and must-see stories!

୪ରୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ

ଜିଲାର ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ଟିକରପଡାଠାରେ ମହାନଦୀ ଅବବାହିକାର ସାତକୋଶିଆ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଆସନ୍ତା ୪ରୁ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ ରହିବ। ଜାନୁଆରୀ ୪ରୁ ୮ତାରିଖ ଓ ୧୭ ଓ ୧୮ ତାରିଖ ୨ ଦିନ ଧରି କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯିବ।

Satkoshiya

ଗଣନା ସମୟରେ ପର୍ଯ୍ୟଟକ ଟିକରପଡ଼ା ମହାନଦୀର ଅବବାହିକା ଓ ଶିଶୁପଦର ଡ୍ୟାମ ଅଞ୍ଚଳ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟର ୪ଟି ବନଖଣ୍ଡର କର୍ମଚାରୀ ଏହି ଗଣନାରେ ସାମିଲ ହେବେ। ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଏହି ଗଣତିରେ ସାମିଲ କରାଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+