Get Updates
Get notified of breaking news, exclusive insights, and must-see stories!

'ଟିକାକରଣ ପାଇଁ ଲୋକ ଚୟନ କରିବାକୁ ସରପଞ୍ଚଙ୍କ କ୍ଷମତା ନାହିଁ'

ଟିକାକରଣକୁ ନେଇ ଗ୍ରାମଞ୍ଚଳମାନଙ୍କରେ ଗୁଜବ ଖବର ରହିଛି ଯେ, ଟିକାକରଣ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ ସରପଞ୍ଚ । ତେବେ ଯାହାକୁ ଆଜି ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବର: ରାଜ୍ୟରେ କରୋନୀ ଟିକାକରଣ ନେଇ ଅନେକ ଗୁଜବ ଖବର ଉଡୁଛି । ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଏହା ଅଧିକ ରହିଛି । ତେବେ ରାଜ୍ୟରେ ଜାରି ରହିଛି 2ୟ ପର୍ଯ୍ୟାୟ ଟିକାକରଣ । ଏପଟେ ଟିକାକରଣକୁ ନେଇ ଗ୍ରାମଞ୍ଚଳମାନଙ୍କରେ ଗୁଜବ ଖବର ରହିଛି ଯେ, ଟିକାକରଣ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ ସରପଞ୍ଚ । ତେବେ ଯାହାକୁ ଆଜି ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Director of Health and Family Welfare

ସେ କହିଛନ୍ତି, ସରପଞ୍ଚମାନଙ୍କୁ କ୍ଷମତା ଦିଆଯାଇ ନାହିଁ ଟିକାକରଣ ପାଇଁ ଲୋକ ଚୟନ କରିବାକୁ। ଯେଉଁ ସ୍ଥାନରୁ ଏପରି ଅଭିଯୋଗ ଆସୁଛି, ଆମେ ତଦନ୍ତ କରିବୁ। ସେ ଆହୁରି କହିଛନ୍ତି, ଆମେ ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାକରଣକୁ ଅଗ୍ରାଧିକାର ଦେଇଛୁ। ଆହୁରି ଏହାକୁ ବ୍ୟାପକ କରିବୁ। ଦୈନିକ 1 ଲକ୍ଷ ବୟସ୍କ ଲୋକଙ୍କ ଟୀକାକରଣ ପାଇଁ 927 କେନ୍ଦ୍ରରେ ଟିକା ଦେଇଛୁ। 100273 ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି। ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ 121572 ଲୋକ ଆମେ ଗ୍ରାମାଞ୍ଚଳରେ ବୟସ୍କ ଲୋକଙ୍କୁ ଟିକା ଦିଆ ସାରିଛି। ପ୍ରଶାସନ ସହଯୋଗରେ ଘର ଘର ବୁଲି ସାନିଟାଇଜ କରୁଛୁ। ଆଶା ଓ ଅଙ୍ଗନବାଡି କର୍ମୀ ଏହି କାମ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+