ନୂଆଁଖାଇ ପାଇଁ ମା' ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ
ସମ୍ବଲପୁର: ନୂଆଁଖାଇ ପାଇଁ ମା' ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ । ବଳବସପୁର ବେହେରା ପରିବାର ସରିଆ ଧାନ ଧରି ପହଞ୍ଚିଲେ । ମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା ସରିଆ ଧାନ। ନୂଆଁଖାଇ ଦିନ ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ନବାନ୍ନ ଲାଗି ହେବ ।













Click it and Unblock the Notifications