ସରିଲା ପହଣ୍ଡି ବିଜେ ନୀତି, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି । ଦର୍ପଦଳନରେ ଶ୍ରୀ ସୁଦର୍ଶନ ଓ ଦେବୀ ସୁଭଦ୍ରା। ତାଳଧ୍ବଜରେ ବିରାଜିଛନ୍ତି ବଡ଼ଠାକୁର ବଳଭଦ୍ର । ନନ୍ଦିଘୋଷରେ ବିରାଜିଛନ୍ତି nbsp;କାଳିଆ nbsp;ସାଆନ୍ତ nbsp;।