ପ୍ରତାପ ଓ ସଞ୍ଜୟଙ୍କୁ ମିଲିଲା ନୂଆ ଦାୟିତ୍ୱ, ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତି

ଭୁବନେଶ୍ୱର: ବିଧାୟକ ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଦଳ ପକ୍ଷରୁ ମିଲିଲା ବଡ଼ ଦାୟିତ୍ୱ । ଦୁଇ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସଞ୍ଜୟ ଦାସ ବର୍ମାଙ୍କୁ ଭଦ୍ରକ ଦିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିବା ବେଳେ ପ୍ରତାଦ ଜେନାଙ୍କୁ କେନ୍ଦ୍ରପଡ଼ା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି ।

ତେବେ ଦୀର୍ଘିଦିନ ପରେ ସଞ୍ଜୟ ଦାସ ବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ମିଳିଛି । ପୂର୍ବରୁ ସେ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ହେଲେ ଏବେ ପୁଣି ସେ ସାଙ୍ଗଠନିକ କାର୍ଯ୍ୟକୁ ଫେରିଛନ୍ତି । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହେବା ପେର ସଞ୍ଜୟ ଦାସବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ ମତେ ଯେଉଁ ସମୟରେ ଯାହା ଦାୟିତ୍ୱ ଦେଇଛନ୍ତି ତାହା ମୁଁ ନିଷ୍ଠାର ସହ ନିର୍ବାହ କରିଛି ।

bjp

ବର୍ତ୍ତମାନ ମତେ ଯେଉଁ ନୂଆ ଦାୟିତ୍ୱ ମିଳିଛି ତାହାକୁ ଭଲ ଭାବେ ନିର୍ବାହ କରିବା କରିବି । ଏହା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଙ୍କତା ମଧ୍ୟ ଜଣାଇଛନ୍ତି ସଞ୍ଜୟ ଦାସବର୍ମା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+