ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାଇତ୍ୱ ଗ୍ରହଣ କଲେ ସଞ୍ଜୟ କୁମାର ସିଂହ

IAS Sanjay Kumar Singh takes charge of Rural Development Department :୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ସୋମବାର ଦିନ ଅର୍ଥାତ୍ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ।

ଭୁବନେଶ୍ୱର:୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ସୋମବାର ଦିନ ଅର୍ଥାତ୍ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଏଥି ସହିତ ତାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଓ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସଞ୍ଜୟ କୁମାର ସିଂହଙ୍କ ପ୍ରସାଶନିକ ପରିଚାଳନାଗତ ଅଭିଜ୍ଞତା ବେଶ୍ ଅଧିକ ରହିଛି ।

sanjaya singh

ପୂର୍ବରୁ ବିହାର ଓ ଓଡ଼ିଶାରରେ ୧୧ ବର୍ଷ ଧରି ୫ ଜିଲ୍ଲାର ଜିଲ୍ଲାପାଳ ରହିସାରିଛନ୍ତି । ପୂର୍ବରୁ ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି । ପୂର୍ବରୁ ସେ ଦକ୍ଷତା ବିକାଶ ଓ ବୈଷୟକି ବିଭାଗ ସଚିବ ,ଓଡ଼ିଶା ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ,ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର ସିଅଓ ,ଏବଂ ଭୁବନେଶ୍ୱର BMC କମିଶନର, ଦାୟିତ୍ୱ ତୁଳାଇ ସାରିଛନ୍ତି ସଞ୍ଜୟ କୁମାର ସିଂହ । କରୋନାର ଘାତକ ଦ୍ବିତୀୟ ଲହର ସମୟରେ ସରକାରଙ୍କ ସମସ୍ତ ବିଭାଗ ସହ କୋଡିନେଟ୍ କରୁଥିଲେ ସଞ୍ଜୟ କୁମାର ସିଂହ । ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢୁଥିଲା ସେହି ସମୟରେ ସେ BMC କମିଶନର ଦାଇତ୍ୱ ନେଇ ଥିଲେ ।

IAS Sanjay Kumar Singh
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+