Get Updates
Get notified of breaking news, exclusive insights, and must-see stories!

ଆଣ୍ଡାମାନ ଯାଉଛି ଓଡିଶାର ୪ ଜିଲ୍ଲାରୁ ବାଲି;ଖଣି ମନ୍ତ୍ରୀ

ବାହାର ରାଜ୍ୟକୁ ବାଲି ରପ୍ତାନୀ ନେଇ ଗୃହରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ୪ ଜିଲ୍ଲାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ରପ୍ତାନୀ ହେଉଛି ବାଲି । କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରୁ ଆଣ୍ଡାମାନକୁ ଯାଉଛି ବାଲି । ଗଜପତି ଓ ରାୟଗଡାରୁ ଆନ୍ଧ୍ର ପ୍ରଦେଶକୁ ବାଲି ରପ୍ତାନୀ ହେଉଛି । ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ବି ରପ୍ତାନୀ ହେଉଛି ବାଲି ।

sand
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+