Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁର ଚିଡିଆଖାନାରେ ବାଘୁଣୀ 'ରାଣୀ'ର ମୃତ୍ୟୁ

Sambalpur News: ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ 'ରାଣୀ'ର ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ପ୍ରଥମେ ବାଘୁଣୀର ବାନ୍ତି ହୋଇଥିଲା ଯାହା ପରେ ଡାକ୍ତର ତାରା ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ପରେ କଲରାପତରିଆ ବାଘୁଣୀର ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିଲା । ଗତ ରାତି ୯ଟା ୧୩ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ଘଟିଛି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ତର ଡିଏଫଓଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Sambalpur News

ସୂଚନା ଅନୁସାରେ, କଲରାପତରିଆ ବାଘୁଣୀର ମୃତ୍ୟୁ ଗର୍ଭାଶୟ ସଂକ୍ରମଣ ପାଇଁ ହୋଇଛି । ନଭେମ୍ବର ୯ ତାରିଖରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମେ ବାଘ ରାଜା ଓ ରାଣୀ ବାଘୁଣୀର ମିଳନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+