ପ୍ରଧାନଶିକ୍ଷକ ସମେତ ୯ ଜଣ ଶିକ୍ଷକଙ୍କ ଦରମା ବନ୍ଦ
ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଘପାଲି, ପନଖିମାଲ ଓ ବିରିଗଡ ଭଳି ତିନି ଗୋଟି ସ୍କୁଲର ୯ ଜଣ ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳା ସେମାନଙ୍କୁ ମହଙ୍ଗା ପଡିଛି। ଶେଷରେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ହାଡ଼ିବନ୍ଧୁ ବେହେରା ଉକ୍ତ ସ୍କୁଲର ୩ ଜଣ ପ୍ରଧାନଶିକ୍ଷକ ଏବଂ ୦୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।













Click it and Unblock the Notifications