ଭୁବନେଶ୍ୱର ଏମ୍ସର ନୂଆ ଅଧ୍ୟକ୍ଷ ହେଲେ ଡାକ୍ତର ଶୈଳେଶ କୁମାର
ଭୁବନେଶ୍ୱର ଏମ୍ସର ନୂଆ ଅଧ୍ୟକ୍ଷ ହେଲେ ଡାକ୍ତର ଶୈଳେଶ କୁମାର । ନୂଆ ଅଧ୍ୟକ୍ଷ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଭୁବନେଶ୍ଵର AIIMSର ଅଧ୍ୟକ୍ଷ ପଦରୁ ହଟିଲେ ଡାକ୍ତର ଏ କେ ବିଷୋୟୀ । ଏନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା।

ଡାକ୍ତର ଶୈଳେଶ କୁମାର ଏବେ ରାମ ମନୋହର ଲୋହିଆ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ତା'ସହିତ ସେ ଭୁବନେଶ୍ଵର ଏମ୍ସ ଗଭର୍ଣିଂ ବଡିର ବରିଷ୍ଠ ସଦସ୍ୟ ମଧ୍ୟ ଅଛନ୍ତି । ଭୁବନେଶ୍ୱର ଗଭର୍ଣ୍ଣିଂ ବଡିର ବି ବରିଷ୍ଠ ସଦସ୍ୟ ଅଛନ୍ତି ଡାକ୍ତର ଶୈଳେଶ ।












Click it and Unblock the Notifications