ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ
ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରେ ଗୃହରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଛନ୍ତି । ରାଜ୍ୟରେ ଅହେତୁକ ନାରୀଙ୍କ ସୁରକ୍ଷା, ନିର୍ୟାତନା ଓ ଅପରାଧ ବୃଦ୍ଧି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସର ହୋହାଲ୍ଲା। ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇଛନ୍ତି କଂଗ୍ରେସର ୧୪ ଜଣ ବିଧାୟକ ।













Click it and Unblock the Notifications