ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ
ପୁରୀ: ପୁରୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦଶର୍ନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ତାଙ୍କୁ ସ୍ୱାଗତ କରି ଭିତରକୁ ସେବାୟତମାନେ ପାଛୋଟି ନେଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ସାରିବା ପରେ ସଂଘର ସରସଂଘ ଚାଳକ ମୋହନ ଭାଗବତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ।

୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖମାନଙ୍କ ବୈଠକରେ ସାମିଲ୍ ହେବାକୁ ମୋହନ ଭାଗବତ ପୁରୀ ଆସିଥିବା ଜଣାଯାଇଛି।












Click it and Unblock the Notifications