ଆସନ୍ତାକାଲି ଉଦ୍‌ଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ୱେ

କାଲି ଉଦଘାଟନ ହେବ ନନ୍ଦନକାନନ ରୋପ୍‌ୱେ । ଆସନ୍ତାକାଲି ଉଦ୍‌ଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ୱେ। ଆସନ୍ତାକାଲି ଅପରାହ୍ନରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିବେ ।

ବହୁ ପ୍ରତିକ୍ଷିତ ରୋପ୍‌ୱେ କାଲି ଉଦ୍‌ଘାଟନ ହେବ । ୧୮ ତାରିଖ ଠାରୁ ଏଥିରେ ପର୍ଯ୍ୟଟକ ବସିପାରିବେ ।

ropeway

ରୋପୱେ ଚାଲୁ କରିବା ପୂର୍ବରୁ ମେ ମାସରେ ମକଡ୍ରିିଲ ହୋଇଥିଲା । ନନ୍ଦନକାନନ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ କାଞ୍ଜିଆ ହ୍ରଦ ଉପରେ ମକଡ୍ରିଲ କରିଥିଲା । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ଏବଂ କିପରି ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବ ସେ ନେଇ ମକଡ୍ରିଲ ହୋଇଥିଲା । ପୂର୍ବରୁ ଦୁର୍ଘଟଣା ଘଟିବାରୁ ନନ୍ଦନକାନନ ରୋପ ୱେ ବନ୍ଦ ରହିଥିଲା ।

ନିକଟରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ କରାଯାଇଛି । ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ଇଲେକ୍ଟ୍ରି ବିଚ୍ଛିନ୍ନ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+