ରୋଡ ରୋମିଓ ନିଦ ହଜାଇଲା ଟ୍ରାଫିକ ପୋଲିସ, ଏଥର ଫାଇନ ନୁହେଁ ; ସିଧା ଆକ୍ସନ

ବୁଲେଟ ରାଜାଙ୍କ ବେଳା ଖରାପ । ରୋଡ ରୋମିଓ ନିଦ ହଜାଇଲା ଟ୍ରାଫିକ ପୋଲିସ । ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ । ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ ।

traffic police

ମୋଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ପୋଲିସ । ସ୍ପୀଡ଼ ଡ୍ରାଇଭିଂ,ରଙ୍ଗ୍‌ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ଜବତ ହୋଇଛି ଶହ ଶହ ସାଇଲେନ୍ସର ପାଇପ । ସେପଟେ ବେଆଇନ ମୋଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+