ଟ୍ରକକୁ ପିଟିଲା ବସ୍:୭ ଆହତ

accident

ଭଦ୍ରକ: ଟ୍ରକକୁ ପଛରୁ ପିଟିଲା ଏକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ବସଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ NH-୧୬ର ବୀଣା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ଥ । ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଏବଂ କଣ୍ତକ୍ଟର ଫେରାର ଅଛନ୍ତି ।

ସୂଚନା ଅନୁସାରେ, ଶନିବାର ଦିନ ଶୁଭଲକ୍ଷ୍ମୀ ନାମକ ଏକ ବସଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ସମୟରେ ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ତେବେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ବସଟି ପଛରୁ ପିଟି ଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ, ବସଟି ଦ୍ରୁତଗତିରେ ଯାଉଥିଲା । ଯାତ୍ରୀ ଡ୍ରାଇଭରକୁ ଧିରେ ଚଲାଇବା ପାଇଁ କହିଥିଲେ ହେଲେ ଡ୍ରାଇଭର ଜଣକ କାହା କଥା ଶୁଣି ନଥିଲେ । ଯାହା ଫଳରେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+