ରାଜସ୍ବ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ; ପ୍ରମୋସନ୍ ପାଇଁ ଧରାଧରି ଚଳିବ ନାହିଁ
ଅଫିସର୍ଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍ । ପ୍ରମୋସନ୍ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ । ପ୍ରଦର୍ଶନ ଆଧାରରେ ରାଜସ୍ବ ଅଧିକାରୀଙ୍କ ସିସିଆର୍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି ।
AI ଜରିଆରେ ଅଫିସର୍ଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସର୍ମାନଙ୍କ ଧାରଣା ଅଛି ଭଲ କାମ କରୁଛୁ ବୋଲି, କିନ୍ତୁ ଜନସାଧାରଣଙ୍କ ଫିଡ୍ବ୍ୟାକ୍ ବହୁତ ଖରାପ । ତେଣୁ ରାଜସ୍ବ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ ।













Click it and Unblock the Notifications