ଆଜି କୋଟିଆ ଗସ୍ତ ଯିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି କୋଟିଆ ଗସ୍ତ । ଡିସେମ୍ବର ଶେଷ ସପ୍ତାହରେ କୋଟିଆ କମିଟି ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତ । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବେ ରାଜସ୍ବ ମନ୍ତ୍ରୀ । ସରକାରୀ ଅଧିକାରୀଙ୍କ ରିପୋର୍ଟ ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କରିବେ ମନ୍ତ୍ରୀ ।













Click it and Unblock the Notifications