କୋରାପୁଟ କୋଟିଆରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବେ
କୋରାପୁଟ କୋଟିଆରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆ କମିଟି ବୈଠକ ପୂର୍ବରୁ ମନ୍ତ୍ରୀ ସୁରେଶ ପୂଜାରୀ ସେଠାରେ ପହଂଚିଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବେ ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀଙ୍କ ସହ କୋଟପାଡ଼ ଓ ପଟ୍ଟାଙ୍ଗୀ ବିଧାୟକ ଉପସ୍ଥିତ ଅଛନ୍ତି ।













Click it and Unblock the Notifications