ବିଜେଡିର ଅଭିଯୋଗକୁ ରାଜସ୍ବ ମନ୍ତ୍ରୀ ସୁରେଣ ପୂଜାରୀଙ୍କ ଖଣ୍ଡନ, କହିଲେ ଉଦ୍ଦେଶ୍ୟ ଥିଲେ ପରଦିନ ଗିରଫ କରିଥାନ୍ତୁ

ବିଜେଡିର ଅଭିଯୋଗକୁ ରାଜସ୍ବ ମନ୍ତ୍ରୀ ସୁରେଣ ପୂଜାରୀଙ୍କ ଖଣ୍ଡନ। ସତ୍ୟର ଅପଳାପ, ଅପରାଧକୁ ଉସୁକାଉଛି ବିଜେଡି' । ଯଦି ପ୍ରମାଣ ନ ଥିବ ତାହେଲେ କୋର୍ଟରେ ବେଲ୍‌ ସଙ୍ଗେ ସଙ୍ଗେ ମିଳିଯିବ । ହତ୍ୟା ପାଇଁ ବାହାରୁ ପେଷାଦାର। ଅପରାଧୀଙ୍କୁ ଡକାଯିବା ଜାଣି ମୁଁ ଚକିତ' । ଉଦ୍ଦେଶ୍ୟ ଥିଲେ ପରଦିନ ଗିରଫ କରିଥାନ୍ତୁ, ତାହେଲେ ଏତେ ଦିନ କାହିଁକି' ।

Suren Pujari
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+