ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଆସି ସାରିଛି କହିଲେ ରାଜସ୍ବ ମନ୍ତ୍ରୀ
ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଆସି ସାରିଛି କହିଲେ ରାଜସ୍ବ ମନ୍ତ୍ରୀ । କ୍ଷତିଗ୍ରସ୍ତ ବିଭିନ୍ନ ବର୍ଗର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। କ୍ଷତିପୂରଣ ପାଇନଥିବା ଲୋକଙ୍କୁ ଟଙ୍କା ପ୍ରଦାନ କରିବା ଜାରି ରହିଛି । ଆଗକୁ ବାତ୍ୟା ଆଶ୍ରୟସ୍ଥଳୀର ପୁନରୁଦ୍ଧାର ସହ ନୂଆ ଆଶ୍ରୟସ୍ଥଳୀ ହେବ
। ସ୍କୁଲ ନିକଟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ପୂର୍ବ ସରକାର ଅନାବଶ୍ୟକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କରିଥିଲେ ।

ସୁଭଦ୍ରା' ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ ବଡ ଘୋଷଣା କରି କହିଛନ୍ତି ଜୟପୁରରୁ ଭୁବନେଶ୍ବର 'ବନ୍ଦେ ଭାରତ' ଚଳାଇବା ପାଇଁ ଦାବି ଆସିଛି । ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି । ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି । ଆଗାମୀ ଦିନରେ ଜୟପୁର-ଭୁବନେଶ୍ବର ବନ୍ଦେ ଭାରତ ଚାଲିବ । ଏଥିସହିତ ସେ କହିଥିଲେ ରାଜ୍ୟର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ହେଉଛି ସୁଭଦ୍ରା । ମାତ୍ର ସାଢେ ୬ ମାସ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡି ପାରିଛୁ । ଗୋଟିଏ ବଟନ ଟିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ପଠାଇଲୁ । ନାରୀକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା । ପ୍ରତିବର୍ଷ ରାଷୀ ପୂଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି । ଆଜି ରାକ୍ଷୀ ପୂଣ୍ଣିମା ସହ ଅଗଷ୍ଟ କ୍ରାନ୍ତି ଦିବସ । ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠି ଜଗନ୍ନାଥ ବିଚରଣ କରନ୍ତି । ଓଡିଶାର ମାଆ ଭଉଣୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ମହିଳାଙ୍କ ଅନ୍ତର୍ନିହିତ ଗୁଣକୁ ଆଗକୁ ଆ ଣିବାକୁ ଲକ୍ଷ୍ୟ ରଖାଯାଇଛି ।
ଜୟପୁରରେ ସୁଭଦ୍ରା ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି , ଆଗକୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ହେବାକୁ ଯାଉଛି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି । ପୂର୍ୱ ସରକାର ଦକ୍ଷିଣ ଓଡିଶା ବିକାଶକୁ ଗୁରୁତ୍ୱ ଦେଉ ନଥିଲେ । ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ରତ୍ନଗର୍ଭା କୋରାପୁଟର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ୭୬୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ ହୋଇଛି । ବିଶେଷକରି, ୪ଟି, ବର୍ଗ- ଗରିବ , ମହିଳା, କୃଷକ, ଯୁବକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications