ଅନୁଗୁଳ: ୬୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ ରାଜସ୍ବ ନୀରିକ୍ଷକ ସୁରେନ୍ଦ୍ର କୁମାର ଦାଶଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ସମୟରେ ଧରିଛି।