ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ଏବେ ଯାଇପାରିବେ ପର୍ଯ୍ୟଟକ

ହଟିଲା କଟକଣା । ହୀରାକୁଦ ଜଳଭଣ୍ଡାରକୁ ଏବେ ଆସିପାରିବେ ପର୍ଯ୍ୟଟକ । ନିଷିଦ୍ଧାଞ୍ଚଳକୁ ଛାଡି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ l ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ କଟକଣା ଲଗାଯାଇଥିଲା । ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅପରେସନ ସିନ୍ଦୂର ପାଇଁ ଲାଗିଥିବା ଏହି କଟକଣା ଯୋଗୁଁ ପର୍ଯ୍ୟଟକ ହୀରାକୁଦ ବୁଲିବାକୁ ଯାଇପାରୁ ନଥିଲେ । କିନ୍ତୁ ବର୍ତ୍ତମାନ ଏହି କଟକଣାକୁ ହଟାଯାଇଛି ।

Hirakud
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+