ସାଧାରଣତନ୍ତ୍ର ଦିବସ ପାଳନ: ଜାଣନ୍ତୁ, କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ ?
ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବେ ଅନ୍ୟାନ ମନ୍ତ୍ରୀଗଣ । ଯାହା ର ତାଲିକା ଆଜି ପ୍ରକାଶ ପାଇଛି ।
ଭୁବନେଶ୍ୱର: ଆଉ ଦିନ ଦୁଇଟା ପରେ ସାରା ଦେଶରେ ପାଳ ହେବ ସାଧାରଣତନ୍ତ୍ର ଦିବସ । ତେବେ ଜାନୁଆରୀ 26 ପାଳନ ପାଇଁ ପ୍ରସ୍ତୁତ ହେଲାଣି ଓଡିଶା । ଆସନ୍ତା ମଙ୍ଗଳବାର ଦିନ ଲୋୟର ପିଏମଜିର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାଗଣତନ୍ତ୍ର ଦିବସ ପାଳନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ସମ୍ମାନିତ ଅତିଥି ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଏହା ବ୍ୟତ୍ତିତ ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବେ ଅନ୍ୟାନ ମନ୍ତ୍ରୀଗଣ । ଯାହା ର ତାଲିକା ଆଜି ପ୍ରକାଶ ପାଇଛି । ତେବେ ନଜର ପକାନ୍ତୁ ଏହି ତାଲିକା ଉପରେ, କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ...
ତାଲିକା-














Click it and Unblock the Notifications