Get Updates
Get notified of breaking news, exclusive insights, and must-see stories!

ସାଧାରଣତନ୍ତ୍ର ଦିବସ: ଓଡ଼ିଶାରୁ ୨୧ଜଣ ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ, ଦେଖନ୍ତୁ, ତାଲିକା...

ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଡ଼ିଶାରୁ ୨୧ଜଣ ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ ।

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଡ଼ିଶାରୁ ୨୧ଜଣ ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍‌ (ସିଡି) 'ରାଷ୍ଟ୍ରପତିଙ୍କ ହୋମ୍‌ଗାର୍ଡ' ମେଡାଲ୍‌' ଓ 'ସିଭିଲ୍‌ ଡିଫେନ୍ସ ମେଡାଲ୍‌' ପାଇଁ ମନୋନୀତ କରାଯାଇଛି ।

republic day

ସେହିପରି, ଉଲ୍ଲେଖନୀୟ ସେବା ପାଇଁ 'ହୋମଗାର୍ଡ ଓ ଡିଫେନ୍ସ' ପଦକ ପାଇଁ ହୋମଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ମନୋନୀତ ହୋଇଛନ୍ତି ।

ସେହିପରି ଓଡ଼ିଶାରୁ ୨ ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇବେ। ସେମାନେ ହେଉଛନ୍ତି, କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ କନେଷ୍ଟବଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+