ବଲିଉଡରେ ଶୋକର ଛାୟା, ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
Shyam Benegal Passed Away: ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ହୋଇଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ, ତାଙ୍କର ଚିକିତ୍ସା ଜାରି ରହିଥିଲା । ଅସୁସ୍ଥ ସତ୍ୱେ ସେ ଅନେକ ପ୍ରକଳ୍ପରେ କାମ କରୁଥିଲେ । ସନ୍ଧ୍ୟା 6.39 ରେ ଶ୍ୟାମ ବେନେଗାଲଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications