ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ନାଟମଣ୍ତପ ମରାମତି କାମ

ପୁରୀ: ଆଜିଠୁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ତପ ମରାମତି କାର୍ଯ୍ୟ ଆରମ୍ଭ । ଏନେଇ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ନାଟମଣ୍ତପ ମରାମତି କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ହାଇକୋର୍ଟ ଏଏସଆଇ ଉପରେ ଅସନ୍ତୋଷ ଝାଡିଥିଲେ ।

ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖରୁ ମରାମତି କାର୍ଯ୍ୟ ଆରମ୍ଭ କରାଯିବାର ଥିଲା ହେଲେ ଏହାକୁ ଆଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଦୁର୍ବଳ ବିମର ମରାମତି କାର୍ଯ୍ୟ ଆଜିଠୁ ଆରମ୍ଭ । ଦୈନିକ ୬ ଘଣ୍ଟା ଲେଖାଏଁ କାମ ହେବ ଏବଂ ୧୨୦ ଦିନ ପର୍ଯ୍ୟନ୍ତ କାମ ଚାଲିବ ବୋଲି ସୁପରିଟେଣ୍ତିଂ ଆର୍କିଓଲୋଜିଷ୍ଟ ସୂଚନା ଦେଇଛନ୍ତି ।

PURI

ଏହା ସହ ପ୍ରତି 15 ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ 4ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ଏହା ସହ ପ୍ରତି 15 ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ 4ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+