ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ରୋକ୍
Odisha News: ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ରହିତାଦେଶ । ରାଜ୍ୟ ସରକାରଙ୍କ ଅନୁମତି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଗତ ଫେବ୍ରୁଆରୀ ପହିଲାରେ ଗୃହ ଓ ନଗର ଉନ୍ନୟନ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ରାଜ୍ୟ ସରକାର ୨୦୧୭ ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ଅନୁମତି ଦେଇଥିଲେ । ହେଲେ ବର୍ତ୍ତମାନ ଏଥିରେ ରୋକ୍ ଲଗାଯାଇଛି ।












Click it and Unblock the Notifications