ଯୁବତୀ ଓ ମହିଳାଙ୍କ ସୁରକ୍ଷା ନେଇ ଅପରାହ୍ଣ ୩ଟାରେ ବଡ଼ ବୈଠକ
ଯୁବତୀ ଓ ମହିଳାଙ୍କ ସୁରକ୍ଷା ନେଇ ଅପରାହ୍ଣ ୩ଟାରେ ବଡ଼ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ।

ଉନ୍ନୟନ କମିଶନରଙ୍କ ସହ ଉପସ୍ଥିତ ରହିବେ ପୋଲିସ ଡିଜି। କ୍ରାଇମବ୍ରାଞ୍ଚ ଆଇଜି ଓ ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ ଯୋଗ ଦେବେ। ଗୃହ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଉପସ୍ଥିତ ରହିବେ।












Click it and Unblock the Notifications