Get Updates
Get notified of breaking news, exclusive insights, and must-see stories!

ଗାଁ ରାସ୍ତାରୁ GRSଙ୍କ ମୃତଦେହ ଉଦ୍ଧାର

ରେଢାଖୋଲ:ଗାଁ ମଝିରାସ୍ତାରୁ ଜିଆରଏସଙ୍କ ମୃତଦେବ ଉଦ୍ଧାର । ମୃତକ ନାକଟିଦେଉଳ ଘୁଷୁରାମାଲ ପଞ୍ଚାୟତ GRS ବୋଲି ସୂଚନା ରହଛି । ତାଙ୍କ ଶୀରର ବିଭିନ୍ନ ଭାଗରେ ଆଘାତ ଦେଖିବାକୁ ମିଳିଛି । ମୃତ ଦେହ ଦେଖିବା ପରେ ଏହା ହତ୍ୟାକାଣ୍ତ ବୋଲି ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ହେଲେ ଗତକାଲି ରାତିରେ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Redhakhol

ସୂଚନା ଅନୁସାରେ, ଝାଟିକିମାଲ ଗାଁ ରାସ୍ତାରୁ ଉଦ୍ଧାର ମୃତ ଦେହ ଉଦ୍ଧାର କରାଯାଇଛି ପାଖରେ ସୃଷ୍ଟି ହୋଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+