Get Updates
Get notified of breaking news, exclusive insights, and must-see stories!

ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ..ଧୋକା ଦେଲା ପ୍ରେମିକ

ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ real-life-bunty-bubli

ଭୁବନେଶ୍ୱର:ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ । ପ୍ରେମିକାକୁ ଧୋକା ଦେଇ ଫେରାର ପ୍ରେମିକ। ରାଜଧାନୀର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।ତେବେ ଆପଣଙ୍କୁ ବଲିଉଡର ଫିଲ୍ମ ବଣ୍ଟି ଔର ବବଲିର କାହଣୀ ତ ମନେ ଥିବ । ଚଳଚ୍ଚିତ୍ରରେ ତ ନିଜ ପ୍ରେମିକାର ସାଥ୍ ଛାଡି ନଥିଲେ ପ୍ରେମିକ ହେଲେ ରିଲଠୁ କିଛି ଭିନ୍ନ ଏ ରିୟଲ କାହଣୀ । ଏଠି ଟଙ୍କା ନେଇ ଫେରାର ହୋଇଯାଇଛି ପ୍ରେମିକ ।ତେବେ ଲୋକଙ୍କୁ ଚାକିର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଭାଗ ବାଣ୍ଟି ନେଉଥିଲେ ଏହି ପ୍ରେମିକା ପ୍ରେମିକ ।

CEIME

ଏହି ଦୁହେଁ ରାଜାଧାନୀର ମଧୁସୂଦନ ନଗରରେ ରହୁଥିଲେ । ହେଲେ ଲୁଟ୍ କରିବା ପରେ ବାରମ୍ବାର ନିଜ ସ୍ଥାନ ପରିବର୍ତ୍ତନ ମଧ୍ୟ କରୁଥିଲେ । ପ୍ରାୟ ୨୦ଲକ୍ଷ ଟଙ୍କା ନେଇ ଢେଙ୍କାନାଳର ଏହି ଯୁବତୀଙ୍କୁ ଠକି ଚାଲିଯାଇଛି ତାଙ୍କ ପ୍ରେମିକ ।ଏପଟେ ଠକେଇର ଶିକାର ହୋଇଥିବା ଲୋକେ ଯୁବତୀଙ୍କୁ ଘେରିଛନ୍ତି ଶେଷରେ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି ଠକ ଯୁବତୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+