Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ରେଭ୍ ପାର୍ଟି, ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱରରେ ରେଭ୍ ପାର୍ଟି, ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରେଭ୍ ପାର୍ଟି । ରଙ୍ଗୀନ ଲାଇଟ୍ ସାଙ୍ଗକୁ ଡିଜେ ମ୍ୟୁଜିକ୍ ପାର୍ଟିର ମାହୋଲରେ ଲଗାଇଥିଲା ଚାରଚାନ୍ଦ । ବିଳମ୍ବିତ ରାତି ଯାଏଁ ଜମିଥିଲା ନିଶାର ଆସର । ଆଜିର ଯୁବପିଢି ନିୟମକୁ କରିଥିଲେ ଫୁ । ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ୍ ଦେଇ ମଦ ନିଶାରେ ଚୁର୍ ଥିଲେ ଅନେକ ଲୋକ ।

rave party

କୌଣସି ସୂତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଁଚି ଚଢାଉ କରିଥିଲା ଚନ୍ଦକା ପୋଲିସ । ସୂଚନା ଅନୁସାରେ ଭୁବନେଶ୍ୱର ଚନ୍ଦକା ମେଣ୍ଢାଶାଳ ସ୍ଥିକ ଘରୋଇ ରିସର୍ଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି । ଏହି ପାର୍ଟିରେ ଅନେକ ବଡବଡ ଲୋକଙ୍କ ସହ ଅନେକ ଯୁବକ ଯୁବତୀ ମଧ୍ୟ ସାମିଲ୍ ଥିଲେ । ତେବେ ବିନା ଅନୁମତିରେ ଏହି ପାର୍ଟିର ଆୟୋଜନ କରିଥିବାରୁ ରିସର୍ଟ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ସେହିପରି ସେହି ସ୍ଥାନରୁ ବିପୁଳ ପରିମାଣରେ ମଦ ଜବତ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+