ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ତାର

ପୁରୀ: ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ତାର ଏବଂ ଏହା ମଧ୍ୟରେ ଥିବା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତରଣ କରାଯିବ । ଯେଉଁଥିପାଇଁ ଦିନ ୧ ପରେ ସଧାରଣ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳିବ ସିଂହ ଦ୍ୱାରା ଦେଇ ଆନନ୍ଦ ବଜାର ଯାଇପାରିବେ ଶ୍ରଦ୍ଧାଳୁ । କେବଳ ପାଳିଆ ସେବକ ସେବାକାର୍ଯ୍ୟରେ ନିୟୋଜିତ ରହିବେ ।

Ratna bhandar

ସୂଚନା ଅନୁସାରେ, ବେଢା ଭିତରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦର ଖୋଲା ରହିବ ଭକ୍ତମାନେ ଦର୍ଶନ କରିପାରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+