ଆଜିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ
ଏଏସ୍ଆଇ ପୁଣିଥରେ ଆଜିଠାରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ। ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ଗତ ଜାନୁଆରି ୨୬ ପର୍ଯ୍ୟନ୍ତ ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିଥିଲା। ଆଜି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ଆଜି ଦିନ ୧୨ଟା ପରେ ମରାମତି କାମ ଆରମ୍ଭ ହେବ ବୋଲି କୁହାଯାଉଛି।













Click it and Unblock the Notifications